ଗଜପତି(ସଂଘର୍ଷ ମିଡିଆ) : – ଆଜି ଆନ୍ଦ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପୁରୁଣାପାଟଣାରେ ଥିବା ସେଣ୍ଟ୍ ଆନ କନଭେଣ୍ଟ ସ୍କୁଲରେ 50ତମ ସ୍ଵର୍ଣ ଜୁବେଳ ମିଟ ଅନୁଷ୍ଠିତ ହୋଇଥିଲା ଏଥିରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ଇଂ ରୁପେଶ କୁମାର ପାଣିଗ୍ରାହୀ ସନମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ l ଏଥିରେ ସ୍କୁଲର ସମସ୍ତ କର୍ମଚାରୀ ବୃନ୍ଦ ବିଧାୟକଙ୍କୁ ଭବ୍ୟ ସ୍ୱାଗତ ଜଣେଇବା ସହ ନୂତନ ବର୍ଷର ଅଭିନନ୍ଦନ ଜଣେଇଥିଲେ ।