ସମସ୍ୟା ଘେରରେ ସର୍ବ ପୁରାତନ ପରଳା ପୌର ପରିଷଦ

9

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ସମସ୍ୟା ଘେରରେ ସର୍ବ ପୁରାତନ ପରଳା ପୌର ପରିଷଦ । ଏଠାରେ ସମସ୍ୟା ଅନେକ, ବିକାଶ କମ । ଗଜପତି ଜିଲ୍ଲାରେ ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା ରାଜ୍ୟର ସର୍ବ ପୁରାତନ ଦ୍ୱିତୀୟ ପୌର ପରିଷଦ ଭାବେ ପରିଚିତ କିନ୍ତୁ ଏଠାରେ ବିକାଶ କମ ହେଲେ ସମସ୍ୟ। ଅଧିକ ଏଠାରେ ରାସ୍ତା ଘାଟ ଡ୍ରେନେଜ ସମସ୍ୟା ଲାଗି ରହିଛି। ତତ ସହିତ ଟ୍ରାଫିକ ସମସ୍ୟା ଲାଗିରହିଛି ପାର୍କିଙ୍ଗ ବ୍ୟବସ୍ଥା ଥାଇ ରାସ୍ତା ମଝିରେ ଦୁଇ ଚକିଆ ଯାନ ରଖିବା ଉଠ। ଦୋକାନି କବଜାରେ ଶହର ରାସ୍ତା ଘାଟ ।ସହରରେ ବୁଲା ଗାଈ ଗୋରୁ ଷଣ୍ଢର ଉପଦ୍ରବ ଯାହା ଫଳରେ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ହେଉଛି ଶହରରେ ବୁଲା କୁକୁରର ଉପଦ୍ରବ ଯାହା ଫଳରେ ଦୁର୍ଘଟଣା ସାଙ୍ଗକୁ ଜନସାଧାରଣ ଭୟ ଭିତ ଲୋକଙ୍କୁ କୁକୁର କାମୁଡି ଥିବାର ଦେଖିବାକୁ ମିଳୁଛି। ପଲିଥିନ ବହୁଳ ବ୍ୟବହାର ହେଉଛି। ଯାହା ଫଳରେ ପରିବେସ ଦୂଷିତ ସାଙ୍ଗକୁ ବୁଲ। ଗାଇ ଗୋରୁ ଜରି ଭିତରେ ଖାଦ୍ୟ ଖାଇବା ସମୟରେ ଏହି ଜରି ଖାଇ ଦେଇଥାନ୍ତି। ଶହରରେ ଘୁଷୁରୀ ଉପଦ୍ରଵ ବଢିବାରେ ଲାଗିଛି ।ସେହି ଭଳି ପୌ ର ପାରିଷଦର କର୍ମଚାରୀ ଦୀର୍ଘ ଦିନ ହେଲା ବଦଳୀ ହେଉ ନଥିବାରୁ ବିକାଶରେ ବାଧା ହେଉ ଥିବାର ଅଭିଯୋଗ ହେଉଛି।ତିନି ବର୍ଷ ପରେ ବଦଳି ହେବା କଥା କିନ୍ତୁ ଏହି ନିୟମ କାର୍ଯ୍ୟକାରୀ ହେଉନାହିଁ । ନୂତନ ସରକାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହୁଥିବା ସରକାର କର୍ମଚାରୀଙ୍କ ବଦଳି କେବେ ହେବ ଦେଖିବାକୁ ବାକି ରହିଲା। ସରକାର ଏଥି ପ୍ରତି ଗୁରତ୍ୱ ଦେଲେ ସହରର ବିକାଶ ହୋଇ ପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More