କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଗୋବିନ୍ଦପୁର ଠାରୁ ତ୍ରିନାଥ ବଜାର ମୁଖ୍ୟ ରାସ୍ତାର ହରିଅନ୍ତା ପଞ୍ଚାୟତ ବାଇଁଲୋବଜାର ଠାରୁ ଗବବସ୍ତ ପର୍ଯ୍ୟନ୍ତ ରାସ୍ତାଟି ଦୀର୍ଘଦିନ ହେବ ଖରାପ ଅବସ୍ଥାରେ ପଡିଥିଲା।ରାସ୍ତାରେ ଗେଟି ଉଠିଯାଇ ଖାଲ ଖମା ହୋଇ ଥିବାରୁ ଗାଡି ଜାତୟତରେ ଅସୁବିଧା ହେଉଥିଲା।ଏହି ରାସ୍ତା ଦେଇ ହଜାର ହଜାର ଲୋକ ନିର୍ଭର କରିଥାନ୍ତି।ଆମ ସଙ୍ଘର୍ଷ news ରେ ଏପ୍ରିଲ ମାସରେ ପ୍ରସାରିତ ହେବା ପରେ କାମଟି ଶେଷ ହୋଇଛି।ବିଳମ୍ବରେ ହେଉ ପଛେ କାମଟି ଶେଷ ହୋଇଥିବାରୁ ପ୍ରଶାସନକୁ ଆମ ସଙ୍ଘର୍ଷ news ପକ୍ଷରୁ ଧନ୍ୟବାଦ।କଟକ ଜିଲ୍ଲା କଣ୍ଟାପଡା ରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।