ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

17

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ପାଞ୍ଚଦଫା ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ଦାବି ଗୁଡ଼ିକ ହେଲା ଫସଲ କ୍ଷତି ପାଇଁ ଭାଗ ଚାଷୀଙ୍କ ସମେତ ସବୁ ଚାଷୀଙ୍କୁ କ୍ଷତି ପୁରଣ ପ୍ରଦାନ, ଚାଷୀଙ୍କ ସବୁ ଧାନକୁ କୁଇଣ୍ଟାଲ୍ ପିଛା ୩୧ଶହ ଦେବା, ଫସଲ କ୍ଷତି କାରଣରୁ ମୁତ୍ୟୁ ବରଣ କରିବା ପରିବାର କୁ 20ଲକ୍ଷ କ୍ଷତି ପୁରଣ।ରାଜ୍ୟବ୍ୟାପୀ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଚେତାବନୀ ସମିବେସ ହୋଇଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ କେଦାର ଶବର ,ଜେନା ସୁବାସ ଚନ୍ଦ୍ର ରାଓ, ଆର୍ ଲୋକ ନାଥ ରାଓ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More