ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ହାଇସ୍କୁଲ ଛକ ଠାରେ ବିକ୍ରି ହଉ ଛି ସିତ ପୋଷକବସ୍ତ୍ର । ଏହା ଋତୁ କାଳୀନ ବେବଶ।ୟ ହୋଇଥିବାରୁ ଦୁଇ ପଇସା ରୋଜଗାର କରିବା ଆଶାରେ ସିତ ବସ୍ତ୍ର ବିକ୍ରି କରୁଛନ୍ତି। ସଂଧ୍ୟ। ହେଲେ ଲୋକ ଶୀତବସ୍ତ୍ର କିଣି ବାକୁ ଭିଡ ଜମୁଛି। ସିତ ଯେତେ ବଡିବ ବେପାର ସେତେ ଜମିବ ବୋଲି ବେପାରୀ ପ୍ରକାଶ କରିଛନ୍ତି । ଏହ। ଋତୁ କାଳୀନ ବେପ ର ହୋଇଥିବାରୁ ଆମ୍ଭେ ଏହି ବେପାର କରୁଛୁ ବୋଲି ପ୍ରକାସ କରିଛନ୍ତି। ଜଳ ବାୟୁ ପରିବର୍ତ୍ତନ ହୋଇଥିବାରୁ ଲୋକେ ସକାଳୁ ସକାଳୁ ବୁଲିବା ସାଙ୍ଗକୁ ବ୍ୟାୟାମ କରୁଛନ୍ତି। ଶୀତର ମଜା ନେଉ ଛନ୍ତି। ତା ସାଙ୍ଗକୁ ଚା କଫି ପିଇବାର ମଜା ନେଉ ଛନ୍ତି ତ। ସାଙ୍ଗକୁ ଚ। ଖଟିରେ ବାର୍ତ୍ତାଳାପ କରି ସମୟ ଅତି ବାହିତ କରୁଛନ୍ତି। ଗଜପତିରୁ ବିବେକ। ନନ୍ଦ ବେହେର। ।