ସାଲେପୁର(ସଂଘର୍ଷ ମିଡିଆ ) : ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ଥିବା ରାମେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା କରଣ ହେଉଥିବା ବେଳେ ଆଜି ୧୫୦ ଲୋକ ମାନଙ୍କୁ ଟିକା ଦିଆ ଯାଇଛି ଏହି କାର୍ଯ୍ୟକ୍ରମରେ ଡଃ ସମରେଶ ସ୍ବାଇଁ ଙ୍କ ତତ୍ବାବଧାନରେ ଟିକା କରଣ ହେଉଥିବା ବେଳେ ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ର ଉପସଭାପତି ନାରାୟଣ ଭୁୟାଁ, ସମାଜସେବୀ ଖଗେଶ୍ବର ବିଶୋଇ ଙ୍କ ସହିତ ୧୫୦ ଲୋକଙ୍କୁ ଟିକା ଦିଆଯାଇଛି ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ସୁଶାନ୍ତ କୁମାର ସାହୁ, ମନୋଜ କୁମାର ଭୋଇ,ଡାଟା ଅପରେଟର ମନୋଜ କୁମାର ପଣ୍ଡା, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ସୁସାନ୍ତ କୁମାର ନାୟକ, ଷ୍ଟାଫ୍ ନର୍ସ୍ ବିଭୁତା ପରିଡ଼ା ସହଯୋଗ କରିଥିଲେ।