ଯୋଗ ଶିବିର ଅନୁଷ୍ଠିତ

43

Get real time updates directly on you device, subscribe now.

ନୂଆପଡା ( ସଂଘର୍ଷ ମିଡିଆ ) :-ମହାମାରି କରନା ସମୟରେ ଶରୀରକୁ ଫିଟ ରଖିବା ପାଇଁ ନୂଆପଡା ଜିଲ୍ଲା ଖଡ଼ିଆଳ ମନୋହର ଧର୍ମସାଳାଠାରେ ମହର୍ଷି ପତଞ୍ଜଳି ଡିଜିଟାଲ ଯୋଗ ପ୍ରଶିକ୍ଷାନ କେନ୍ଦ୍ର ପକ୍ଷରୁ ଯୋଗ ଶିବିର ଆରମ୍ଭ ହୋଇଛି।ପ୍ରଦିଦିନ ସକାଳ ୫ଘଂଟାରୁ ୭ଘଂଟା ପର୍ଯନ୍ତ ଯୋଗ୍ୟାଭ୍ୟାସ ଅନୁଷ୍ଠିତ ହୋଇଥାଏ।ଏଥିରେ ମହର୍ଷି ପଟଞ୍ଜଳି ଯୋଗ ପ୍ରଶିକ୍ଷଣ କେନ୍ଦ୍ରକୁ ଯୋଗାଚାର୍ଯ୍ୟ ଅରବିନ୍ଦ ବେହେରା ସଂଚାଳନ କରିବା ସହ ବିଭିନ୍ନ ପ୍ରକାରର ଯୋଗ ସମ୍ବନ୍ଧରେ ପ୍ରଶିକ୍ଷଣ ଦେଉଛନ୍ତି।ଏହି ଯୋଗ ଶିବିରରେ ବିଶେଷକରି ଖଡ଼ିଆଳ ସହରର ମହିଳା ମାନେ ଅଂଶଗ୍ରହଣ କରି ଯୋଗ୍ୟାଭ୍ୟାସ କରିବା ସହ ନିଜ ଶରୀରକୁ ଫିଟ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି। ଏହି ଯୋଗ୍ୟଭ୍ୟାସ କରିବା ସହ ସରକାରଙ୍କ କୋଭିଡ କଟକଣା ନିୟମକୁ ପାଳନ କଲେ ମହାମାରୀ କରୋନାକୁ ପ୍ରତିହତ କରିବାରେ ବେଶ ସହାୟକ ହେବ ବୋଲି ସ୍ଥାନୀୟ ମହିଳାମାନେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More