ଜଗତସିଂହପୁର ( ସଂଘର୍ଷ ମିଡିଆ ) :-ଜଗତସିଂହପୁର ସଦର ଥାନା ଏସ ଆଇ ବିଶ୍ଵଜିତ ଗଡ଼ନାୟକ ଭିଜିଲାନ୍ସ ଦ୍ୱାରା ଗିରଫ ।କାଚରା ମାଲ ଫୁଲ ନଖରା ପ୍ରୀତମ ମହାନ୍ତି ଙ୍କ ଏକ କେଶକୁ ସମାଧାନ ନିମନ୍ତେ 2ଲକ୍ଷ ଟଙ୍କା ମାଗିଥିଲେ।ଆଜି 50 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଦ୍ୱାରା ଗିରଫ ।କଟକ ଭିଜିଲାନ୍ସ ପକ୍ଷରୁ ଜଗତସିଂହପୁର ଥାନାରେ ପହଁଚି ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁସାରେ କେଶକୁ ରଫା ଦଫା କରିବା ପାଇଁ ଫୁଲନଖରା କଚରମାଲ ପ୍ରୀତମଙ୍କ ଠାରୁ 2ଲକ୍ଷଟଙ୍କା ମାଗିଥିଲେ ଲାଞ୍ଚ ମାଗିଥିଲେ ।ପ୍ରୀତମ ମହାନ୍ତି ଏହାକୁ ନେଇ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।ଆଜି ଯୋଜନା ମୁତାବକ ଜଗତସିଂହପୁର ଥାନା ଏସଆଇ ବିଶ୍ୱଜିତ ଗଡ଼ନାୟକ କଟକ-ମାଛଗାଁ ରାସ୍ତା କନ୍ଦରପୁର ନିକଟରୁ 50ହଜାରଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।