ବୃଦ୍ଦ ଅବସ୍ଥାରେ ଘରୁ ତଡ଼ି ଦେଲେ ପରିବାର , ଅସହାୟ ମହିଳାଙ୍କୁ ସହାୟ ହେଲେ ପୋଲିସ

37

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ) : -କଥାରେ ଅଛି ମାନବ ସେବା ହିଁ ମାଧବ ସେବା କରୋନା ସମୟରେ ସରକାର କହୁଛନ୍ତି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଠିକ୍ ଏହି ସମୟରେ ବୁଢି ମାଆଟି ଯାହାର ବୟସ ୮୦ ବର୍ଷ ହେବ । ଏ ରାକ୍ଷସ ରୂପି ମଣିଷ ପାଖରେ ହଜିଯାଇଛି ନିଜର ମାନବିକତା । ବୃଦ୍ଧା ଅବସ୍ଥା ହୋଇଯାଇଥିବାରୁ ଘରେ ତାକୁ ଖାଇବାକୁ ରହିବାକୁ ନ ଦେଇ ଘରୁ ତଡ଼ି ଦେଇଛି ଏହି ବୁଢି ମାଆଟିକୁ । ଏ ହେଉଛି ଭଦ୍ରକ ସହରର ବନ୍ତ ଛକ ରାଜରାସ୍ତା ଉପରେ ବାହୁନି ବାହୁନି ଭୋକ ଉପାସରେ କାନ୍ଦୁଥିଲା ବେଳେ ତା ପାଖରେ ପହଞିଥିଲେ ମାନବାଧିକାର ମିଶନର ସଭାପତି ଦିଲ୍ଲିପ ଧଳ , ରାଜ୍ୟ ମିଡ଼ିଆ ସେଲ୍ ର ସେକ୍ରେଟାରୀ ନିରୋଜ ଆଇଚ ମା ଟିର ସମସ୍ତ କଥା ପଚାରି ବୁଝିବା ପରେ ପୋଲିସ ପ୍ରଶାସନକୁ ଖବର ଦେଇଥିଲେ ପୋଲିସ ବୁଢ଼ୀ ମା ଟିକୁ ଗାଡିରେ ନେଇ ରାଣିତାଲରେ ଥିବା ବୃଦ୍ଧା ଆଶ୍ରମରେ ନେଇ ରଖିଥିଲେ । ମାନବାଧିକାର ମିଶନ ଓ ପୋଲିସର ଏପରି କାର୍ଯ୍ୟକୁ ଲୋକ ମାନେ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More