କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅଡ଼ଶପୁର ମେଡିକାଲରେ ବିଜୁ ଜନତା ଦଳର କଣ୍ଟାପଡା ସଭାପତି ପୀୟୂଷ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ନିଆଳି ବିଧାୟକ ଡା.ପ୍ରମୋଦ କୁମାର ମଲ୍ଲିକଙ୍କ ସହିତ କଣ୍ଟାପଡା ଅଧ୍ୟକ୍ଷ। ଶ୍ରୀମତୀ ସ୍ମିତାରଣୀ ସ୍ୱାଇଁ,ନକୁଳ ପାତ୍ର, ବିମାନ ବିହାରୀ ବେହେରା ପ୍ରମୁଖ ଯୋଗଦେଇଥିଲେ।180 ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।