ପୋଖରୀ ମଧ୍ୟରୁ ବଜରଙ୍ଗବାଲୀଙ୍କ ମୂର୍ତ୍ତି ଉଦ୍ଧାର

40

Get real time updates directly on you device, subscribe now.

ଝାରସୁଗୁଡ଼ା ( ସଂଘର୍ଷ ମିଡିଆ ) : କଲା ତଲାବ୍ (ବୁରୋମାଲ୍) ର ସଫେଇ କାର୍ଯ୍ୟ ଚାଲିଥିବା ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖି ବାକୁ ମିଳିଥିଲା ପୋଖରୀ ମଧ୍ୟରୁ ବିଚିତ୍ର କଇଁଛ ମାଛ ସବୁ ଦେଖିଲା ପରେ ହଠାତ୍ ସଫେଇ କର୍ମୀଙ୍କୁ ଏକ ଆକର୍ଷଣୀୟ ପ୍ରଭୁ ବଜରଙ୍ଗବାଲୀଙ୍କ ପ୍ରତିମା ମୂର୍ତ୍ତି ପାଣି ମଧ୍ୟରୁ ଠାବ ହେଲା । ବିସ୍ମୟ ଜନକ କଥା ଏଇଆ ଯେ ମୂର୍ତ୍ତୀଟି ଦେଖିବାକୁ ସମ୍ପର୍ଣ୍ଣ କଳା ରଙ୍ଗର ଓ ଏହା ବହୁତ ପ୍ରାଚୀନ କାଳର ମୂର୍ତ୍ତୀ ପରି ଦେଖାଯାଉଛି ଏଵଂ ମୂର୍ତ୍ତୀ ଟି କେଉଁଠୁ ଆସିଲା କିପରି ଆସିଲା ତାହା ସମସ୍ତଙ୍କୁ ଅଜଣା ଏହି ଖବର ଟି ଝାରସୁଗୁଡ଼ା ବାସିଙ୍କୁ ଖୁବ୍ ଆକର୍ଷିତ କରିଛି ଏହି ଖବର ପାଇବା କ୍ଷଣି ଝାରସୁଗୁଡ଼ା (ଦେବ ସେନା) ସେଠାକୁ ଯାଇ ଦର୍ଶନଭିଲାସି ହେଇ ପୂଜା କରିଥିଲେ । ଅତଃ ଝାରସୁଗୁଡା (ଦେବ ସେନା )ଅଧ୍ୟକ୍ଷ ମୂର୍ତ୍ତୀକୁ ସ୍ଥାପନା କରିବା ସହ ଏକ ହନୁମାନ ମନ୍ଦିର ନିର୍ମାଣ କରିବା ଅଭିଳାଷା ରେ ଆର୍ଥିକ ସହାୟତା ର ପଦକ୍ଷେପ ନେଇ ଆଗକୁ ଆଗେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More