ପୋଖରୀରେ ବୁଡି ଯାଇଥିବା ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ଼ ଭଉଣୀ ମୃତ

66

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : -ଚାନ୍ଦବାଲି NAC ଅନ୍ତର୍ଗତ ବିନତରା 14 ନମ୍ବର ୱାର୍ଡରେ ପୋଖରୀରେ ବୁଡିଯାଇ ଜଣେ ନାବାଳିକା ମୃତ୍ୟୁ ବାରାଁ କରିଛି  l  ପ୍ରାପ୍ତ ସୂଚନାନୁଯାୟୀ , ବିନତରା ୱାର୍ଡର ଚିନ୍ମୟୀ ବିଶ୍ୱାଳର ସାନ ଭାଇ ଘର ନିକଟରେ ଥିବା ଏକ ପୋଖରୀରେ ପଡି ଯିବାରୁ ସାନ ଭାଇକୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀ ପୋଖରୀରେ ବୁଡି ଯାଇ ମୃତ୍ୟୁ ବରଣ କରିଛି l ଚିନ୍ମୟୀଙ୍କୁ ଗ୍ରାମବାସୀ ପୋଖରୀରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ବଞ୍ଚି ପାରି ନଥିଲା l ମୃତ ନାବାଳିକା ହେଉଛନ୍ତି ବିନତରା ୱାର୍ଡର ଅଭିରାମ ବିଶ୍ୱାଳଙ୍କ ଝିଅ ଚିନ୍ମୟୀ ବିଶ୍ୱାଳ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More