ପୁରୀର ଜଣେ ପ୍ରବଚକଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତଲା

40

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ ) : ପୁରୀର ଜଣେ ପ୍ରବଚକ ଏକ ଘରୋଇ ଚ୍ୟାନେଲରେ ନାରଦ ମୁନି ଓ ଭଗବାନ ବିଷ୍ଣୁଙ୍କ ପ୍ରତି ଅପମାନସୂଚକ ଶବ୍ଦ ବ୍ୟବହାର କରିଥିବାରୁ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏକ ନିର୍ଦ୍ଧିଷ୍ଟ ପୌରାଣିକ ପ୍ରସଙ୍ଗରେ ସେ ଦେଇଥିବା ପ୍ରବଚନ ହିନ୍ଦୁ ଶାସ୍ତ୍ର ପୁରାଣ ତଥା ସନାତନ ହିନ୍ଦୁ ଧର୍ମ ପ୍ରତି ଅକ୍ଷମଣୀୟ ଅପରାଧ।ତେଣୁ ଉକ୍ତ ପ୍ରବଚକ ଓ ସମ୍ପୃକ୍ତ ଚ୍ୟାନେଲ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More