ଗଜପତି(ସଂଘର୍ଷ ମିଡିଆ) : – -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ହାଇସ୍କୁଲ ଛକ ନିକଟରେ ବିକ୍ରି ହେଉଛି ଶୀତ ପୋଷକ ଏହା ଋତୁ କାଳୀନ ବ୍ୟବସାୟ ହୋଇ ଥିବାରୁ ଦୁଇ ପଇସା ରୋଜଗାର କରିବା ଆଶାରେ କିଛି ଲୋକ ଶୀତ ବସ୍ତ୍ର ବିକ୍ରି କରୁଛନ୍ତି। ସନ୍ଧ୍ୟା ହେଲେ ଲୋକ ଶୀତବସ୍ତ୍ର କିଣି ବାକୁ ଭିଡ ଜମୁଛି।ଶୀତ ଯେତେ ବଡିବ ବେପାର ସେତେ ଜମିବ ବୋଲି ବେପାରୀ ପ୍ରକାଶ କରିଛନ୍ତି । ଏହା ଋତୁ କାଳୀନ ବେପାର ହୋଇଥିବାରୁ ଆମ୍ଭେ ଏହି ବେପାର କରୁଛୁ ବୋଲି ପ୍ରକାସ କରିଛନ୍ତି। ଜଳ ବାୟୁ ପରିବର୍ତ୍ତନ ହୋଇଥିବାରୁ ଲୋକେ ସକାଳୁ ସକାଳୁ ବୁଲିବା ସାଙ୍ଗକୁ ବ୍ୟାୟାମ କରୁଛନ୍ତି। ଶୀତର ମଜା ନେଉ ଛନ୍ତି। ତା ସାଙ୍ଗକୁ ଚା କଫି ପିଇବାର ମଜା ନେଉଛନ୍ତି ତତ ସଙ୍ଗେ ସଙ୍ଗେ ଚ। ଖଟିରେ ବାର୍ତ୍ତାଳାପ କରି ସମୟ ଅତି ବାହିତ କରୁଛନ୍ତି।