ପାରଳାଖେମୁଣ୍ଡିର ନେହେରୁ ନଗର ଛକ ନିକଟରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ

36

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନେହେରୁ ନଗର ଛକ ନିକଟରେ ଦୀର୍ଘ 47 ବର୍ଷ ହେଲା ଶ୍ୟାମା କାଳୀ ପୂଜା ଅନଷ୍ଠିତ ହେଉଅଛି। ଏହି ପୂଜା ଏଗାର ଦିନ ଧରି ଅନୁଷ୍ଟିତ ହେବ।ସକାଳୁ ମାଆଙ୍କର ଆଳତୀ, ହୋମଯଜ୍ଞ ପ୍ରଭୃତି ହେବା ସଙ୍ଗେସଙ୍ଗେ ସନ୍ଧ୍ୟା ସମୟରେ ଦୀପଯଜ୍ଞ ସହ ସନ୍ଧ୍ୟା ଆଳତୀ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।ରାତିରେ ମାଆଙ୍କ ନିକଟରେ ଅନ୍ନ ଭୋଗ ହେଉଛି ଅନ୍ନପ୍ରସାଦ ପାଇବା ପାଇଁ ଭକ୍ତମାନଙ୍କ ସମାଗମ ହେଉଛନ୍ତି । ଏଗାର ଦିନ ପର୍ଯ୍ୟନ୍ତ ପୂଜା ଅର୍ଚ୍ଚ ନ। ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶହ ଭଜନ ସମାହାର କାର୍ଯକ୍ରମ ରହିଥିବ ର କମିଟି ର ସଦସ୍ୟ ମାନେ ପ୍ରକାସ କରିଛନ୍ତି ଏଗାର ଦିନରେ ମାଆଙ୍କର ବିସର୍ଜନ ହେବ ବୋଲି ପ୍ରକାଶ କରିଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More