ପରପାରିରେ ସମାଜସେବୀ ଶରତ ଚନ୍ଦ୍ର ନାୟକ

50

Get real time updates directly on you device, subscribe now.

କେନ୍ଦ୍ରାପଡା( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ କୁସୁନପୁର ଗ୍ରାମର ବିଶିଷ୍ଟ ବ୍ୟବସାୟୀ ତଥା କେନ୍ଦ୍ରାପଡା ଜିଲ୍ଲାର ରାଜନୈତିକ ଏନ୍ତୁଡି ଶାଳର ପୁରୋଧା ସମାଜସେବୀ ଶରତ ଚନ୍ଦ୍ର ନାୟକଙ୍କର ବାର୍ଦ୍ଧକ୍ୟ ଏବଂ ଅସୁସ୍ଥତା କାରଣରୁ ଆଜି ସକାଳ ୯ ଘଟିକା ସମୟରେ ୮୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସେ ଓଡିଶାର ବରପୁତ୍ର ବିଜୁବାବୁଙ୍କ ଅତ୍ୟନ୍ତ ଅନ୍ତରଙ୍ଗ ଥିଲେ । ଶେଷ ପର୍ଯ୍ୟନ୍ତ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ସବୁ ମହଲରୁ ଶୋକର ବାର୍ତ୍ତା ଆସିଛି । ତାଙ୍କର ଅମର ଆତ୍ମା ସଦ୍ଗତି ପ୍ରାପ୍ତ ହେଉ, ସଂଘର୍ଷ ପରିବାର ତରଫରୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଥନା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More