କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ଥିବା ପଦ୍ମପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ଟୀକା କରଣ ଶୃଙ୍ଖଳା ର ସହିତ ହେଉଥିବା ଦେଖିବାକୁ ମିଳିଛି। ଏହି କେନ୍ଦ୍ର କୁ ଦୁଇ ଶହ କୋଟି ଆସିଥିବା ବେଳେ ୧୬୦ ଟି ଅଫ୍ ଲାଇନ୍ ଓ ୪୦ ଟି ଅଫ୍ ଲାଇନ୍ ଟୁକନ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
କଟକ ରୁ ନାରାୟଣ ଭୂୟାଁ
Get real time updates directly on you device, subscribe now.
Prev Post
Next Post