ଦେଉଳା ସରକାରୀ ଉଚ୍ଚବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

18

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଶାଣି ବ୍ଲକ ଅନ୍ତର୍ଗତ ଦେଉଳା ସରକାରୀ ଉଚ୍ଚବିଦ୍ୟାଳୟର ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ପାରଳା ବିଧାୟକ ଶ୍ରୀ ଇଂ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ ଏହି ଉତ୍ସବରେ ମାନ୍ୟବର ବିଧାୟକ ବିଦ୍ୟାଳୟର ଫାଟକର ଉଦ୍ଧଘାଟନ କରିବାସହ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ କଳିଙ୍ଗ ପୁତ୍ର ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ଏହି ଉତ୍ସବରେ ବିଧାୟକଙ୍କ ସହ ଗୋଶାଣୀ ଅଧକ୍ଷ ଏନ. ଭୀରରାଜୁ,ବରିଷ୍ଠ ନେତା ନୀରୁ ଭୂୟାଁ ଓ ବିଜୁ ଜନତା ଦଳର କର୍ମୀ ପ୍ରେମୀ ପ୍ରମୁଖ ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More