କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ତରଡ଼ପଡ଼ା ସାମଲ ସାହି ମହେଶ୍ୱର ନାୟକ,ଦୀପକ ସାମଲ,ରଞ୍ଜିତ ସାମଲ,ବାଉରିବନ୍ଧୁ ନାୟକ,ବାବୁଲି ନାୟକ,ଗଙ୍ଗାଧର ନାୟକ ପ୍ରମୁଖ ସମ୍ବିଧାନ ପ୍ରଣେତା ତଥା ଆଧୁନିକ ଭାରତ ନିର୍ମାତା ପ୍ରଥମ ଆଇନ ମନ୍ତ୍ରୀ ଡା.ଭୀମ ରାଓ ଆମ୍ବେଦକର ଙ୍କ130 ତମ ଜନ୍ମ ଜୟନ୍ତୀ କୋଭିଡ କଟକଣା ମଧ୍ୟରେ ପାଳନ କରିଛନ୍ତି ।କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।