ଟ୍ରକ୍ ସହ ମୁହାଁ ମୁହିଁ ଧକ୍କା ହେଲା ଟ୍ରକ, ୨ ଗୁରୁତର ଆହତ

52

Get real time updates directly on you device, subscribe now.

ନୟାଗଡ଼ ( ସଂଘର୍ଷ ମିଡିଆ ) :  – ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ମାଇଛେଳି ଜଙ୍ଗଲ ନିକଟରେ ମୁହାଁ ମୁହିଁ ଧକା ଫଳରେ  ଦୁଇ ଟ୍ରକ୍ ଡ୍ରାଇଭର ଗୁରୁତର  ଆହତ ହୋଇଥିବା ସୂଚନା ମିଳିଛି । ନୂଆଗାଁ ଦମକଳ ବାହିନୀ ଦୁହେଁଙ୍କୁ ଉଦ୍ଧାର କରି ଜିଲ୍ଲା ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । ସୂଚନାନୁଯାୟୀ ; ଗୋଟାଏ ବାଲି ବୋଝେଇ ଡଫର OD 33AB 8299  ନୂଆଗାଁ ପଟୁ ଯାଉଥୀବା ବେଳେ ଏକ ଟ୍ରକ OD 25G 4989 ଟ୍ରକ ଧକ୍କା ହୋଇଥିଲା । ଏହି ଜାଗାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ଅଂଚଳ ବାସିନ୍ଦାଙ୍କ ଦାବି କରିଛନ୍ତି । ନୂଆଗାଁ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ନୟାଗଡ଼ ନୂଆଗାଁରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More