ଗଜପତି(ସଂଘର୍ଷ ମିଡିଆ) : – ଗଜପତିରେ ଚାଷୀଙ୍କ ଧାନ କ୍ରୟ କରିବା ଆରମ୍ଭ ହୋଇଛି । ଚାଷୀ ଧାନ ମଣ୍ଡିକୁ ଆସିବା ପରେ ସମବାୟ ସମିତି ଜରୀଆରେ ଧାନ କ୍ରୟ କରିବାର ଦେଖିବାର ମିଳିଛି ଚାଷୀଙ୍କ ଧାନ FAQ ପରଖିଲ। ପରେ ଚାଷୀ ନିଜ ଧନ ଧରି ମିଲକୁ ଯିବାର ଦେଖିବାକୁ ମିଳିଛି । ଆଗକୁ ସଙ୍କରାନ୍ତି ଥିବାରୁ ଚାଷୀଙ୍କ ଧାନ କ୍ରୟ କରିଲେ ଚାଷୀ ଉପକୃତ ହୋଇ ପାରିବେ ଗୋଷାଣୀ ବ୍ଲକର ଚାଷୀଙ୍କୁ କାଶୀନଗର ମିଲକୁ ପଠ ଯାଉଛି ଯାହା ଫଳରେ ଚାଷୀଙ୍କୁ ବସ୍ତ୍। ପ୍ରତି ସହେ ଟଙ୍କା ପଡୁଛି ଏଥି ପ୍ରତି ଦୃଷ୍ଟି ଦେଲେ ଚାଷୀ ଉପକୃତ ହୋପାରିବେ ଚାଷୀଙ୍କୁ ଅଖ। ସୁତୁଲି ପରିବହନ ଖର୍ଚ୍ଚ ଦୀୟ।ଯାଉ ନାହିଁ । ସରକାର ବଦଳି ସିନା ଚାଷୀଙ୍କ ଧାନ ପୁଣି ମିଲର ପାଖକୁ ସିଧ। ଗଲ। ପରିବର୍ତ୍ତନ କିଛି ନାହିଁ, ମଣ୍ଡି ସକାଶେ ଭିର୍ତି ଭୂମି ନାହିଁ, ଯାହାଦ୍ଵାରା ଚାଷୀ ଆସୁବିଧ। ସମ୍ମୁଖୀନ ହେଉଛନ୍ତି।