ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି କେବ?

26

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ବଦଳି ହୋଇ ନଥିବା ଦେଖିବାକୁ ମିଳିଛି । ସରକାରଙ୍କ ନିୟମ ଅନୁଯାୟୀ ତିନି ବର୍ଷ ହେଲେ କାର୍ଯ୍ୟରତ କର୍ମଚାରୀ ବଦଳି ହେବ। କଥା କିନ୍ତୁ ଦିର୍ଘ୍ ତିନୀ ବର୍ଷରୁ ଉର୍ଦ୍ଧ କର୍ମ ଚାରି କାର୍ଯ୍ୟରତ ଅଛନ୍ତି ତେଣୁ ଦୀର୍ଘ ବର୍ଷ ହେବ ବଦଳି ନ ହେବା ସମସ୍ତଙ୍କୁ ଚକିତ କରିଛି। ବିଭାଗୀୟ ଅଧିକାରୀ ସବୁ ଜାଣି ବଦଳି ନକରିବା ସମସ୍ତ ଙ୍କୁ ଚକିତ କରିଛି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ବ ଦେଲେ କାର୍ଯ୍ୟରତ କର୍ମଚାରୀ ବଦଳି ହୋଇପାରିବେ।ନୂତନ କର୍ମ ଚାରି ଅବସ୍ଥାପନ୍ନ କରିପାରିବେ ନହେଲେ ନୂତନ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ଜନସାଧାରଣ ଉପକୃତ ହୋଇ ପାରିବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More