ଗୋଟିଏ ଦିନରେ ଦୁଇ ଦୁଇଟି ଦୁର୍ଘଟଣା

107

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଘୋଡ଼ାଂଶ ଗ୍ରାମପଂଚାୟତ ଅଫିସ ଠାରୁ 200 ମିଟର ପଛକୁ ଏକ ବାଲି ହାଇୱା ଯାହାର ନମ୍ବର OD 02 BZ 2299 ବାଇକ କୁ ପିଟି ଦେବା ଫଳରେ ବାଇକ ଚାଳକ କିଛି ଦୂରରେ ଛିଟିକି ପଡିଥିଲା ତାହାର ହାତ ଗୋଡ଼ ଫାଟି ଭୀଷଣ ରକ୍ତସାବ ହେଉଥିଲା ସାଙ୍ଗେ ସାଙ୍ଗେ ତାକୁ ମେଡିକାଲ ନେଇଯାଇଥିଲେ ଏବଂ ତାହାର ବାଇକ ଆଉ ଚାଲିବା ଅବସ୍ଥାରେ ନଥିଲା । ଏବଂ ଏହି ଘଟଣାର କିଛି ସମୟ ପରେ ସପ୍ତଫଣୀ ମନ୍ଦିର ସମୁଖରେ କୋଳଥପାଟଣା ର ଶିବ ପ୍ରସାଦ ସ୍ୱାଇଁ ବୟସ 38 ଏକ ବାଇକ ରଖି ମନ୍ଦିର ପାଖରେ ବସିଥିଲେ ସେହି ସମୟରେ ନାଉଗାଁ ପଟୁ ଏକ କାର ଆସି ବାଇକ ସହିତ ମନ୍ଦିର ର ସିଂହ କୁ ଏକ ଧକାଦେବା ଫଳରେ ମନ୍ଦିରର ସିଂହ, ବାଇକ ଏବଂ ସେହି କାର ଭାଙ୍ଗୀ ଚୁରମାର ହେବା ଫଳରେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଡ୍ରାଇଭର ଏବଂ କାର ରେ ବସିଥିବା ଲୋକ ଏବଂ ବାଇକ ଚାଳକ। ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଂଚି ଛାଁନଭିନ ଚଳାଇଛି। କାର ନମ୍ବର OD33AG6379 ବେପରୁଆ ଗାଡି ଚାଳନା ହେତୁ ଏସବୁ ସମ୍ଭବ ହେଉଛି। ନଚେତ ଆଜି ଚାରିଚାରି ଜୀବନ ଅଳ୍ପକେ ବର୍ତ୍ତୀ ଯାଇଛି। ଦେଖାଯାଉ ନାଉଗାଁ ପୋଲିସ କି କାର୍ଯ୍ୟନୁଷ୍ଟାନ ନେଉଛି। ଜଗତସିଂହପୁରରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More