ଗଜପତି(ସଂଘର୍ଷ ମିଡିଆ) : – ଜିଲ୍ଲାର ରଇତ କୁଲି ଓ ରଇତ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ଗୁଡ଼ିକ ହେଲା ଭାଗ ଚାଷୀଙ୍କୁ ଅନଲାଇନରେ ସୁବିଧା ସୁଜଗ ଯୋଗାଇଦେବା ,ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରେ ସହେ ଦିନ ପରିବର୍ତ୍ତେ ଦୁଇଶ ଦିନ କାମ ଯୋଗାଇ ଦେବା,ଫସଲ କ୍ଷୟ କ୍ଷତି ଏକର ପିଛା ତିରିଶି ହଜାର ପ୍ରଦାନ କରିବା, ମଣ୍ଡିରୁ ଯଥା ଶିଘ୍ର ଚାଷୀଙ୍କ ଧାନ କ୍ରୟ କରିବା, ଚାଷୀଙ୍କ ସକାଶେ ଗୋଦାମ ଗୃହ ନିର୍ମାଣ କରିବା ସକାଶେ ଦାବି କରାଯାଇଛି । ଗଜପତିରୁ ବିବେକ।ନନ୍ଦ ବେହେର। ।