କାଳ ବୈଶାଖୀର କାଳ ରୂପ

43

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ ) : – କନ୍ଧମାଳ ଜିଲ୍ଲା ଘୁ.ଉଦୋୟଗିରି ବ୍ଲକ ଅନ୍ତର୍ଗତ ତଲାରିମାହା ଗ୍ରାମ ପଞ୍ଚାୟତର ତଲାରିମାହା ଗ୍ରାମରେ କାଳ ବୈଶାଖୀର ତାଣ୍ଡବ ପ୍ରାୟ ୨ ଘଣ୍ଟା ଧରି ବିଜୁଳି ଘଡ ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା ଏବଂ ବଡ଼ ବଡ଼ ଗଛ ଭାଙ୍ଗି ଚୁର୍ ମାର୍ ହୋଇ ରାସ୍ତାଉପରେ ପଡ଼ିଯାଇଥିଲା । ଯାହା ଫଳରେ କି ଫୁଲବାଣୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବନ୍ଦ୍ ହୋଇ ଯାଇଥିଲାଏବଂ ବସ୍ ଚଳାଚଳରେ ଅସୁବିଧା ଦେଖାଦେଇ ଥିଲା । ବର୍ଷା କମିବା ପରେ ମଧ୍ୟ କୋୖଣସି ସରକାରୀ ସୁବିଧା ପହଞ୍ଚି ନ ଥିବାରୁ ଗ୍ରାମ ବାସୀ ନିଜେ ଅଣ୍ଟା ଭିଡ଼ି ଥିଲେ ଏବଂ ରାସ୍ତା ରେ ପଡ଼ିଥିବା ଗଛ ଗୁଡ଼ିକୁ ହାଣି ରାସ୍ତାରୁ ହଟେଇ ଦେଇ ସଫାକରି ଥିଲେ ଓ ବସ୍ ପୁର୍ବ ଭଳି ସ୍ୱଭାବିକ ହୋଇ ଥିଲା । ଗ୍ରାମବାସୀଙ୍କର ଏହି କାମକୁ ବୁଦ୍ଧିଯିବି ମହଲରୁ ବହୁତ ପ୍ରଶଂସା କରିଛନ୍ତି । କନ୍ଧମାଳ ଜିଲ୍ଲାରୁ ଗୁପ୍ତ ପ୍ରଧାନଙ୍କ ସହ ରାଇକିଆରୁ ମାନ୍ୟବତୀ ପ୍ରଧାନଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More