କଳାହାଣ୍ଡି ଜିଲ୍ଲାରେ ପାଳିତ ହେଲା ରଜ ପର୍ବ

33

Get real time updates directly on you device, subscribe now.

କଳାହାଣ୍ଡି (ସଂଘର୍ଷ ମିଡିଆ ) : ସାରା ବିଶ୍ବରେ ବା ରାଜ୍ୟ ରେ କାରୋନା ମହାମାରୀ ତାର କରାଳ ରୂପ ଦେଖାଉ ଥିବାବେଳେ ଆଜି ପାଳିତ ହୋଇଯାଇଛି ଓଡ଼ିଶା ର ବଡ଼ ପର୍ବ ରଜ ଓ ଓଡ଼ିଶା ର ବଡ଼ ପର୍ବ ହେଉଛି ରଜ ଯାହାକି ଆସାଡ ମାସ ଆରମ୍ଭ ରୁ ଏହି ପର୍ବ କୁ ପାଳନ କରାଯାଏ । ଓ ଓଡ଼ିଆ ସାରା ବହୁତ ଜାଗାରେ ବା ଘରେ ଘରେ ପାଳନ କରାଯାଏ। ଓ ଏହି ପର୍ବ କୁ ପୂର୍ବ ଓଡ଼ିଶା ରେ ବେଶି ମାତ୍ରାରେ ପାଲନ କରାଯାଏ । ଏବଂ ସମସ୍ତ ଦେବାଦେବୀ ଙ୍କୁ ପୂଜା କରିସାରିବା ପରେ ରଜ ଦୁଲି କୁ ମଧ୍ୟ ପୂଜା କରାଯାଇଥାଏ l ତାପରେ ବହୁତ ଖୁସିର ସହିତ ପାଳନ କରାଯାଏ l ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ସ୍ଥିତ ଗାଆଁରେ କରୋନ କଟକଣା ଜଗୁ ବହୁତ ଦୁଃଖର ସହିତ ପାଳିତ ହୋଇଯାଇଛି ରଜ ଏବଂ କରୋନା ମହାମାରୀ ନ ଥିବା ବେଳେ ବହୁତ ଧୁମ ଧାମ ରେ ପାଳିତ ହେଉଥିବା ବେଳେ ଏହି ବର୍ଷ କରୋନା ପାଇଁ ଖାଁ ଖାଁ ହୋଇ ଦିଶୁଛି ରଜ ପର୍ବ। ଆସନ୍ତୁ ପଚାରି ବୁଝିବା କଣ କହିଛନ୍ତି l କଳାହାଣ୍ଡି ଜିଲ୍ଲା ରୁ ଭିଷ୍ମ ସାହୁ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More