କନ୍ଧମାଳ ଜିଲାରେ ପୁଣି କାର୍ଯ୍ୟକ୍ଷମ ହେବ କୋଭିଡ୍ ହସ୍ପିଟାଲ

44

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ ) : କନ୍ଧମାଳ- କରୋନା ଦ୍ଵିତୀୟ ଲହରିରେ ପୁଣି ସଂକ୍ରମିତ୍ ସଂଖ୍ୟା 6161 ଜଣ ଜିଲ୍ଲାରେ ବୁଦ୍ଧି ପାଉଥିବା ଫଳରେ ଏହାକୁ ଦୃଷ୍ଟିରେ ରଖି ଗତ କିଛି ମାସ ହେଲା ବନ୍ଦ ଥିବା କୋଭିଡ୍ ହସ୍ପିଟାଲକୁ ପୁଣି ଥରେ ଆରମ୍ଭ କରା ଯିବା ଏନେଇ ଫୁଲବାଣୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ସହ କିମିସ୍ କର୍ତ୍ତୁପକ୍ଷଙ୍କ ସହ ଏକ ଚୁକ୍ତି ହୋଇଛି । ଫୁଲବାଣୀ ସଦର ମହକୁମା ଡ଼ାକ୍ତରଖାନା ପରିସରରେ ପୁର୍ବ ପରି ଅତି ଆଧୁନିକ ଚିକିତ୍ସା ବ୍ୟବସ୍ଥା ଅଭିଜ୍ଞ ଡାକ୍ତର ଷ୍ଟାଫ୍ ନର୍ସ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଏକ କୋଭିଡି ହସ୍ପିଟାଲ ଖୋଲା ଯାଇଛି ।ପ୍ରଶାସନ ସୁଚନା ଦେଇଛନ୍ତି ଏନେଇ କନ୍ଧମାଳ ଜିଲ୍ଲା ପାଳ ଡି ବୃନ୍ଦା ଓ କିମିସ୍ ମେଡିକାଲ ସୁପର ଟେଣ୍ଡେଟ୍ ଅମ୍ବିକା ପ୍ରସାଦ ମହାନ୍ତିଙ୍କ ମାଧ୍ୟମରେ ରାଜିନାମା ସ୍ବାକ୍ଷର ହୋଇଛି ଆଇସିୟୁ ବ୍ୟବସ୍ଥା ସହ ଭେଣ୍ଡି୍ଲେଟର୍ ବ୍ୟବସ୍ଥା ମଧ୍ୟ ପୁର୍ବ ପରି ରହିବ ଜିଲ୍ଲା ପାଳ ଭାବେ କିସ୍ସି ସୁପରିଟେଣେ୍ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ,ସିଡିଏମ୍ ଓ ଡ଼ଃ ରାଜଶ୍ରୀ ପଟ୍ଟନାୟକ ସମେତ ବହୁ ସ୍ୱାସ୍ଥ୍ୟ ବିଭାଗ ଅଧିକାର ଓ ପ୍ରସାସନିକ ଅଧିକାର ପୁରୁଣା କୋଭିଡ ହସ୍ପିଟାଲ ବୁଲି ଦେଖିଲେ।କନ୍ଧମାଳ ଜିଲ୍ଲା ରେ 6161 ଜଣକୁ ଚିକିତ୍ସା କରାଯାଇଥିଲା,ସେଥି ମଧ୍ୟରୁ 5972 ଜଣ ସୁସ୍ଥ ହୋଇଥିବା ବେଳେ 156 ଜଣକୁ ପୋଜିଟିଭ ଚିହ୍ନଟ କରାଯାଇଛି ଓ 33 ଜଣ ମୃତ୍ୟୁବରଣ କରିଛନ୍ତି।କନ୍ଧମାଳ ଜିଲ୍ଲା ରୁ ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More