ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ CITU ତରଫରୁ ଭାରତ ବନ୍ଦକୁ ସମର୍ଥନ

43

Get real time updates directly on you device, subscribe now.

ଜଗତସିଂହପୁର( ସଂଘର୍ଷ ମିଡିଆ ) : – ତିନୋଟି କୃଷି ଆଇନ ଓ ଚାରୋଟି ଶ୍ରମ କୋଡ୍ ବାତିଲ ଦାବିରେ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ CITU ତରଫରୁ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ଡାକରା ଦେଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ  ସାମିଲ ହୋଇ ଭାରତ ବନ୍ଦ କରିଛନ୍ତି। ବ୍ଲକ ସଭାପତି ଶ୍ରୀଧର ସାହୁଙ୍କ ନେତୃତ୍ଵରେ କମିଟିର ଦିଲ୍ଲିପ ଓଝା, ରବିନ୍ଦ୍ର ମହାରଣା, ଦୁଃଖୀଶ୍ଯାମ କାଣ୍ଡି, ରବିନ୍ଦ୍ର ବରାଳ, ଜଟାଧାରୀ ଭୋଇ, ପ୍ରଶାନ୍ତ ପରିଡାଙ୍କ ସମେତ ୟୁନିଅନ ପକ୍ଷରୁ ସତାଧିକ ସଦସ୍ୟ ଏହି ଭାରତ ବନ୍ଦ ଡାକରାରେ ସାମିଲ ହୋଇ ନାଉଗାଁ ବଜାର ଓ ନାଉଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More