ଓଡ଼ିଶା ଇତିହାସ ପୁସ୍ତକର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

44

Get real time updates directly on you device, subscribe now.

ନରସିଂହପୁର-( ସଂଘର୍ଷ ମିଡିଆ ) : ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ଓଡିଶା ଇତିହାସର ହିନ୍ଦୀ ପୁସ୍ତକ ଉନ୍ମୋଚନ ଉତ୍ସବ ନରସିଂହପୁର ଜଗନ୍ନାଥ ଠାରେ ଅନୁଷ୍ଠିତହୋଇଯାଇଛି । ହରେକୃଷ୍ଣ ମହତାବ ଫାଉଣ୍ଡେସନ ତଥା ସାଂସଦ ଭର୍ତ୍ତୃହରି ମହତାବ ଙ୍କ ତତ୍ତ୍ଵାବଧାନରେ ଡଃ ହରେକୃଷ୍ଣ ମହତାବଙ୍କ ଲିଖିତ ଓଡ଼ିଆ ଇତିହାସ ର(ହିନ୍ଦୀ ଅନୁବାଦ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଦିଲ୍ଲୀ ସ୍ଥିତ ଆମ୍ବେଦକର ଭବନରେ ଆଜି ମଧ୍ୟାହ୍ନ ୧୨ଟାରେ ଉନ୍ମୋଚିତ ହୋଇଯାଇଛି । ସାର୍ପ ସମ୍ପାଦକ ବିଜୟ କୁମାର ପଣ୍ଡା ଙ୍କ ନରସିଂହପୁର ଜଗନ୍ନାଥ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର,ବରିଷ୍ଠ ଆଇନଜୀବୀ ତ୍ରିଲୋଚନ ମହାପାତ୍ର,ସରପଞ୍ଚ ପ୍ରଭାକର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ଦାଶ,ଅଗାଧୁ ନାୟକ,ଦୁର୍ଗା ମାଧବ ମିଶ୍ର,ଅଭୟାନନ୍ଦ ଦାଶମଳୟ କୁମାର ବରାଳ,କୃଷ୍ଣ ନାରାୟଣ ପଣ୍ଡା, କୃପାସିନ୍ଧୁ ଦାଶ, ପ୍ରଶାନ୍ତ କୁମାର ସାହୁ, ମେଘନାଦ ପାତ୍ର, ନୀଳମଣି ସାହୁ,ପ୍ରିୟ ରଞ୍ଜନ ସାତୁଆ,ଜଗବନ୍ଧୁ ଦାଶ, ଦେବାଶିଷ ମହାନ୍ତ,ରାଜ କିଶୋର ସାହୁ,ଝରେଶ୍ୱର ସାହୁ,କୃପାସିନ୍ଧୁ ପଣ୍ଡା,ପ୍ରଫୁଲ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦିଲ୍ଲୀରୁ ପ୍ରସାରିତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରୋଜେକ୍ଟର ମାଧ୍ୟମରେ ଦେଖିଥିଲେ।
ନରସିଂପୁରରୁ ସଞ୍ଜୟ ପଟଟନାୟକ ସହ ଅରବିନ୍ଦ ପ୍ରଧାନଆରଟି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More