ଓଡ଼ିଶାର ୬୭ଟି ସ୍ଥାନରେ ସିବିଆଇ ଚଢାଉ

58

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ୬୭ଟି ସ୍ଥାନରେ ସିବିଆଇ ଚଢାଉ । ପୋଷ୍ଟାଲ୍‌‌ ପରୀକ୍ଷାରେ ଜାଲ ସାର୍ଟିପିକେଟ ନେଇ ସିବିଆଇ ଚଢାଉ କରିଛି । କଳାହାଣ୍ଡି, ନୂଆପଡା, ମୟୂରଭଞ୍ଜ, ବାଲେଶ୍ୱର, ରାୟଗଡା, କନ୍ଧମାଳ, କେନ୍ଦୁଝର, ଭଦ୍ରକରେ ରେଡ । ଚଢାଉରେ ୧୨୨ଜଣ ଅଧିକାରୀ ସାମିଲ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More