ଆଜି ରାଜଧାନୀ ଭୁବନେଶ୍ଵରରେ ୩୩୮ କରୋନା ଆକ୍ରାନ୍ତ ଚିହ୍ନଟ

50

Get real time updates directly on you device, subscribe now.

ଭୁବନେଶ୍ଵର( ସଂଘର୍ଷ ମିଡିଆ ) : ଆଜି ରାଜଧାନୀ ଭୁବନେଶ୍ବରରେ ୩୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ମୋଟ ୩୩୮ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଲୋକାଲ୍‌ କଣ୍ଟାକ୍ଟରୁ ୨୯୦ ଓ କ୍ବାରେଣ୍ଟାଇନରୁ ୪୮ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More