ଅସହାୟ ଶାଶୁ ଓ ମାନସିକ ବିକ୍ରାନ୍ତ ଦେଢଶୁରଙ୍କୁ ସାନ ବୋହୁର ଅତ୍ୟାଚାର

44

Get real time updates directly on you device, subscribe now.

କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : – ପୁଅ ଜନ୍ମ କରିଥିଲା ମା ସୁଖ ପାଇଁ ଦୈବ ଛଡାଇ ନେଲା ଅଧା ବାଟରୁ ପୁଅ ଚାଲି ଗଲା ଆରୋ ପାରିକୁ ଆମେ କହୁଛୁ ଗୋଟେ ଅସହାୟ ମାର କଥା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗର କମଳିନୀ ମାଲଙ୍କ କଥା ସାନ ବୋହୂର ଅତ୍ୟାଚାର ମାନସିକ ବିକ୍ରାନ୍ତ ଦେଢଶୁର କୁ ବାରମ୍ବାର ମାରିବା ସହିନପାରି ମା ପାଗଳ ପୁଅର ପେଟ ପାଇଁ ବୁଲି ବୁଲି ମାଗୁଛି ଭିକ ଚିକ୍ରାର କରି କହୁଛି ମୋ ବୋହୁ ମୋତେ ମାଡ଼ ମାରୁଛି ଜୋର ଜବରଦସ୍ତ ଘରୁ ତଡି ଦେଉଛି l ମୋତେ ଘର ଭଡା ଟଙ୍କା ଦଉନି ଆମେ ଚଳିବୁ କେମିତି l ପୁଅ ବାହାଘର କରି ବୋହୁ ଆଣିଥିଲି ସୁଖ କରିବା ପାଇଁ ଅଧା ବାଟରୁ ଛାଡି ଚାଲିଗଲା ପୁଅ ବୋହୂ ଦଉଚି ନିର୍ଯାତନା ପୁଅ ଚାଲିଗଲା ପରେ ବୋହୂର ରାମନଗର ବଜାର କମିଟି ର କିଛି ସଦସ୍ୟଙ୍କ ସହ ଅନୌତିକ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଅସାମାଜିକ ବଜାର କମିଟି ସଦସ୍ୟ ଯୁବକଙ୍କ ମିଶି ବୁଦ୍ଧ ଶାଶୂର ଦୋକାନ ଘର ସାନ ବୋହୁ ଶାଶୂର ବିନା ରାଜିନାମା ରେ ଅନ୍ୟ ଲୋକଙ୍କୁ ହସ୍ତାନ୍ତର କରି ଜୋରଜବରଦସ୍ତ ସାନବୋହୁ ନେଇ ଯାଉଛି ଘର ଭଡା ଟଙ୍କା l ଘର ଭଡା ଟଙ୍କା ମାଗିଲେ ରାମନଗରର କିଛି ବଜାର କମିଟି ସଦସ୍ୟ ବୋହୁ ସହ ମିଶି ଆମକୁ ଧମକାଉଛନ୍ତି ଚଳିବୁ କେମିତି ଭିନ୍ନକ୍ଷମ ପୁଅକୁ ନେଇ ଯାହା ଭଡା ଟଙ୍କା ରୋଜଗାର ହଉଥିଲା ଆମେ ହସ ଖୁସିରେ ଚାଲିଥିଲା ଠିକ ପରିବାର କୁ ଫୁଣି କଳା ବାଦଲ ମାଡି ଆସିଲା ବୋହୁର ଅନୌତିକ ସମ୍ପର୍କ ବଢ଼ିଚାଲି ଲା ଯୋଉ ବେକ୍ତି ମାନେ ଅନୌତିକ ସମ୍ପର୍କ ରଖୁଥିବାରୁ ଶାଶୁ ବିରୋଧ କରିବାରୁ ଅସହାୟ ଶାଶୁ ଓ ଦେଢଶୁର ଙ୍କୁ ସାନବୋହୁ ର ଅକଥନିୟ ଅତ୍ୟାଚାର l ଅସହାୟ ଶାଶୁ ନିଜର ସମ୍ପତି ଥାଇ ଭିକ ମାଗୁଛି l ନ୍ୟାୟ ଆଶାରେ ବାରମ୍ବାର ଶାଶୁ ଜମ୍ବୁ ସାମୁଦ୍ରିକ ଥାନାକୁ ଦୌଡିବା ପରେ ନା କେହି ଶୁଣୁଛନ୍ତି ଅସହାୟ ଶାଶୂର କଥା l ଅସହାୟ ଶାଶୁଙ୍କ ଅଭିଯୋଗ ଯଦି ମୋ କଥା କେହି ନ ଶୁଣନ୍ତି ମୁଁ ପ୍ରଶାସନ ଆଗରେ ଆତ୍ମହତ୍ୟା କରିବି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More