ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଣ୍ଡାହାତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅଷ୍ଟମ ଗଜପତି ଜିଲ୍ଲା ଭାରତ ସ୍କାଉଟସ ଏବଂ ଗାଇଡ଼ସ କେମ୍ପୋରୀ 2024-25 ଅନୁଷ୍ଠିତ ହୋଇଯାଇଛି l ଏହି କେମ୍ପୋରୀରେ ପାରଳା ବିଧାୟକ ଶ୍ରୀ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ଏଥିରେ ବିଧାୟକ ସହ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ମାୟାଧର ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡ ଶ୍ରୀ ସୁଧୀର କୁମାର ସିଂ, ବିଜୁ ଜନତା ଦଳର ବରିଷ୍ଠ ନେତା ନୀରୁ ଭୂୟାଁ ଏବଂ ବିଜୁ ଜନତା ଦଳର କର୍ମୀ ପ୍ରେମୀ ପ୍ରମୁଖ ଯୋଗଦେଇଥିଲେ ।
Get real time updates directly on you device, subscribe now.