ଅଚଳ କାରଖାନାରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ଭସ୍ମୀଭୂତ

52

Get real time updates directly on you device, subscribe now.

ରାଜଗାଙ୍ଗପୁର ( ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଥାନା ଅଧିନସ୍ଥ କଂସବାହାଲ ପୋଲିସ ଫାଣ୍ଡି ଅନ୍ତର୍ଗତ ମାଣ୍ଡିଆ କୁଦର ରାସ୍ତା ପରିସର ରେ ସାଇରlଷ ଇଂଜିନେରିଙ୍ଗ ୱର୍କ ନାମକ ଏକ ଅଚଳ କାରଖାନା ରେ ହଠାତ ନିଆଁ ଲାଗିଥିଲା l ସେଠାର ଥିବା ତୁଳା, ପିଚୁ, ଅlଳକାତ୍ରା ଭର୍ତ୍ତୀ ଡ୍ରମ ସହ ଜଳନସିଲ ସାମଗ୍ରୀ ଜଳୁଥିବା ବେଳେ 440kV ଇଲେକ୍ଟ୍ରି ତାରରେ ମଧ୍ୟ୍ୟ ନିଆଁ ଲାଗିଥିଲା l ସୂଚନା ପାଇ କାଶବାହାଲ ଫାଣ୍ଡି ଆଦିକାରୀ ବିଜୟ ସିଙ୍ଗ ଓ ଇଲେକ୍ଟ୍ରି ବିଭାଗ ଯେ ଇ, ଏସ ଡି ଓ ଘଟଣା ସ୍ଥଳ କୁ ପହଂଚି ଥିଲେ l କୁତ୍ରା, ରାଜଗାଙ୍ଗପୁର ବିରମିତ୍ରପୁର ଦମକଳ ବିଭାଗ ରୁ ଛଅ ଟି ଦମକଳ ଗାଡି ପହଂଚି ଦୁଇ ଘଣ୍ଟା ଭିତରେ ନିଆଁକୁ ଆୟତ୍ତ କରିଥିଲେ l କାରଖାନାଟି ଦଶ ବର୍ଷ ହେବ ଅଚଳ ଅବସ୍ଥାରେ ରହିଥିଲା ବେଳେ ପୂର୍ବରୁ ଏହ। ବିପ୍ରବ ଇଂଗିନୀରିଙ୍ଗ ୱର୍କ ନାମ ଥିବା ସ୍ଥାନୀୟ ଲୋକେ କହିଛନ୍ତି l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More