Trending

ଓଡ଼ିଶା

କ୍ରିଡା

ବିବିଧ

ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ମିନାକ୍ଷୀ ଶେସାଦ୍ରି

ପୁରୀ(ସଂଘର୍ଷ ମିଡିଆ) : - ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ମିନାକ୍ଷୀ ଶେସାଦ୍ରି। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଧନ୍ୟ ମନେକରୁଥିବା ପ୍ରତିକ୍ରିୟାରେ ମିନାକ୍ଷୀ କହିଚନ୍ତି। ତେବେ ଗତ 30 ବର୍ଷ ତଳେ ପୁରୀ ଆସିଥିଲେ। ଆଜି ପୁଣି ମହାପ୍ରଭୁଙ୍କ

କନଫରେନସିଙ୍ଗ ମାଧ୍ୟମରେ ଚୌଦ୍ୱାର ଠାରେ ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଶୁଭ ଉଦଘାଟନ

କଟକ(ସଂଘର୍ଷ ମିଡିଆ) : - -ଆଜି ସାରା ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬୬୦ କୋଟି ଟଙ୍କା ବ୍ୟୟରେ ୪୮ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି। ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ଓଟିଏମ୍‌ କଲୋନୀ ସ୍ଥିତ ଓଟିଏମ୍‌ ହାଇସ୍କୁଲ ନିକଟରେ ନବ ନିର୍ମିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ନିମନ୍ତେ ଆଭାସି…

ଗଜପତି(ସଂଘର୍ଷ ମିଡିଆ) : - - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରେଳ ଷ୍ଟେସନ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ନିମନ୍ତେ ଆଭାସି ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଉଦଘାଟନରେ

ଭଦ୍ରକ ସମେତ ଦେଶରେ ୨ ହଜାରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆକ(ସଂଘର୍ଷ ମିଡିଆ) : - ଭାରତର ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦ୍ୱାରା ସାରା ଭାରତରେ 41 ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଏକ ସାଙ୍ଗରେ ଦେଶର 2200ରୁ ଉର୍ଦ୍ଧ ସ୍ଥାନରେ ଦେଶର ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ

ଭଦ୍ରକ(ସଂଘର୍ଷ ମିଡିଆ) : - ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ । ଏହି ଘଟଣା ପରେ ମେଡିକାଲରେ‌ ଉତ୍ତେଜନା ଦେଖାଦେଇଛି । ଆଗରପଡା ଥାନା ଅଣିଜ ଗାଁର ଶାନ୍ତିଲତା ଘଡେଇଙ୍କ ପ୍ରସବ ପାଇଁ ତାଙ୍କୁ

ସୁସ୍ଥ ଓଡିଶା ସୁଖୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି (ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା, ପାରଳାଖେମୁଣ୍ଡି ସ୍ଥିତ ୨ ଓ ୩ ନମ୍ବର ୱାର୍ଡରେ ଆଜି "ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା" ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ରେ ଅନୁପ୍ରାଣିତ ହୋଇ ଓଡିଶା ରାଜ୍ୟ ବିଜେଡି ଯୁବ ଉପସଭାପତି ଇଂ. ରୁପେଶ ପାଣିଗ୍ରାହୀ "ହାଇଟେକ ମେଡ଼ିକାଲ"

ଗୋଟିଏ ଦିନରେ ଦୁଇ ଦୁଇଟି ଦୁର୍ଘଟଣା

ଜଗତସିଂହପୁର(ସଂଘର୍ଷ ମିଡିଆ) : - ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଘୋଡ଼ାଂଶ ଗ୍ରାମପଂଚାୟତ ଅଫିସ ଠାରୁ 200 ମିଟର ପଛକୁ ଏକ ବାଲି ହାଇୱା ଯାହାର ନମ୍ବର OD 02 BZ 2299 ବାଇକ କୁ ପିଟି ଦେବା ଫଳରେ ବାଇକ ଚାଳକ କିଛି ଦୂରରେ ଛିଟିକି ପଡିଥିଲା ତାହାର ହାତ ଗୋଡ଼ ଫାଟି ଭୀଷଣ ରକ୍ତସାବ

ଡାବୁଗାଁରେ ଓଡିଶା ଡ୍ରାଇଭର ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ଶାଖା ର ଏକ ବୈଠକ ସଂଘ ସଭାପତି ସନ୍ତୋଷ ଭତ୍ରାଙ୍କ ଅଧ୍ୟକ୍ଷତାରେ ବ୍ଳକ ଓ ପଞ୍ଚାୟତ କର୍ମକର୍ତ୍ତା ମାନଙ୍କୁ ନେଇ ବନ୍ଧୁ ମିଳନ ରବିବାର

ରାଜ୍ୟପାଳ ରଘୁବର ଦାସଙ୍କ ଆଜି ନବରଙ୍ଗପୁର ଦିନିକିଆ ଗସ୍ତ

ନବରଙ୍ଗପୁର(ସଂଘର୍ଷ ମିଡିଆ) :- ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ନବରଙ୍ଗପୁର ଦିନିକିଆ ଗସ୍ତରେ ଆସି ପାପଡ଼ାହାଣ୍ଡି ବ୍ଲକ ର ଅନେକ ସ୍ଥାନ ଗସ୍ତ କରିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଓ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ

କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଆଡ଼ଗାଁ କ୍ଲଷ୍ଟରର ଶିକ୍ଷଣ ସାମଗ୍ରୀ ମେଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆରିବା ଠାରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ବ୍ଳକର ସରକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଏନ୍ ବିମଲ ଓ ଶିକ୍ଷକ

ଜାତୀୟ ସ୍ତରୀୟ ଫିଜିଓଥେରାପି ଚିକିତ୍ସା ସମ୍ମିଳନୀ ଉଦଯାପିତ

ପୁରୀ(ସଂଘର୍ଷ ମିଡିଆ) : - ପୁରୀରେ ଦୁଇ ଦିନ ଧରି ଚାଲିଥିବା ଜାତୀୟ ସ୍ତରୀୟ ଫିଜିଓଥେରାପି ବା ଭୌତିକ ଚିକିତ୍ସା ସମ୍ମିଳନୀ ଉଦଯାପିତ ହୋଇଛି।ଦ୍ଵିତୀୟ ଦିନରେ ପିଠି, କାନ୍ଧ ,ମେରୁଦଣ୍ଡ , ଜଂଘରେ ଯନ୍ତ୍ରଣା,ଆଧୁନିକ ଏସଆଈ ଥେରାପି,ଫିଜିଓଥେରାପି କ୍ଷେତ୍ରରେ ଅତ୍ୟାଧୁନିକ ବାୟୋ ମେଡିକାଲ

ରାସ୍ତା ଫାଟି ମାଟି ତଳକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍

କଟକ(ସଂଘର୍ଷ ମିଡିଆ) : - କଟକ ଚାଉଳିଆଗଞ୍ଜ ସ୍ଥିତ ନୀଳାଦ୍ରି ବିହାରରେ ରାସ୍ତା ଫାଟି ମାଟି ତଳକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍। ରାସ୍ତାରେ ଆଜି ସକାଳ ୯ଟା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଯିବା ବେଳେ ଜାଇକାର ଏକ ଚାମ୍ବର ନିକଟରେ ହଠାତ୍ କଂକ୍ରିଟ ରାସ୍ତା ଫାଟି ଯାଇଥିଲା। ଫଳରେ

ବାବା ବନ୍ଧଗୋସ୍ୱାମୀଙ୍କ ପୀଠରେ ୭୬ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

କଟକ(ସଂଘର୍ଷ ମିଡିଆ) : - କଟକ ଜିଲ୍ଲା ବାରଙ୍ଗ ବ୍ଲକ କୋରକୋରା ପଞ୍ଚାୟତ ବାଙ୍କେଶ୍ୱର ଗ୍ରାମରେ ବାବା ବନ୍ଧଗୋସ୍ୱାମୀଙ୍କପୀଠ ଅବସ୍ଥିତ।ପ୍ରତି ବର୍ଷ ବାବାଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ସାତ ଦିନ ଧରି ଅନୁଷ୍ଠିତ ହୋଇଥାଏ।ଚଳିତ ବର୍ଷ 76ତମ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପୂର୍ଣ୍ଣାହୁତି

ପବିତ୍ର ମାଘ ପୂର୍ଣ୍ଣିମାରେ ଶ୍ରୀ ଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ

ଗଜପତି(ସଂଘର୍ଷ ମିଡିଆ) : - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ମାଘପୂର୍ଣ୍ଣିମା ଅବସରରେ ଶ୍ରୀ ଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ସକାଳୁ ଭକ୍ତ ମାନେ ନଡ଼ିଆ କଦଳୀ ଧୂପ ଦୀପ ଫୁଲ ଧରି ଠାକୁରଙ୍କ ଦର୍ଶନ କରିବା

ଅପରାଧ

ଦେଶ ବିଦେଶ

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More