କଟକ (ସଂଘର୍ଷ ମିଡିଆ ) : ବେଆଇନ ଗୋ ମାତା ଚାଲାଣ ସମୟରେ କଟକ ଫୁଲନଖରା ଠାରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଚଢାଉ କରାଯାଇ OR 01M4488 ନଂ କଣ୍ଟେନର୍ ରୁ ୫୧ ଜଣ ବଳଦ ୭ ଜଣ ଗୋ ମାତା ଉଧାର ବେଳେ ଏକ ଗୋ ମାତା ମୃତ୍ୟୁ ଘଟିଥିବା ସମୟରେ ୫୭ ଜଣ ଗୋମାତାଙ୍କୁ ପୋଲିସ ପ୍ରଶାସନ ସହାୟତାରେ କଟକ ନୂଆ ବଜାର ଶ୍ରୀ ଗୋପାଳ କୃଷ୍ଣ ଗୋଶାଳା ରେ ଛଡ଼ା ଯାଇଛି ।ଏଭଳି ଗୋ ଚାଲାଣ କୁ ଆଇନ୍ ଯିବି ସୁରେଶ କୁମାର ପଣ୍ଡା , ଦେବସେନା ର ରାଜ୍ୟ ମହିଳା ପ୍ରକୋଷ୍ଠ ର ଅଧ୍ୟକ୍ଷା ,ଦେବସେନା ସଙ୍ଗଠନର କଟକ ଜିଲ୍ଲା ଶଚିବ ଶରତ କୁମାର ପରିଡ଼ା , ରାମକୃଷ୍ଣ ସ୍ଵାଇଁ,ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। ଏବଂ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଜି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
Get real time updates directly on you device, subscribe now.