ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍‌ରେ ଭକ୍ତ-ସେବାୟତ ଧସ୍ତାଧସ୍ତି

48

Get real time updates directly on you device, subscribe now.

। ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଅଭାବନୀୟ ଦୃଶ୍ୟ । ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍‌ରେ ଭକ୍ତ-ସେବାୟତ ଧସ୍ତାଧସ୍ତି । ପୋଲିସ ସମ୍ମୁଖରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ରବିବାର ମଧ୍ୟାହ୍ନ ସମୟରେ ଶ୍ରୀମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିଥିଲା । ଏହି ସମୟରେ ସିଂହଦ୍ୱାର ସମ୍ମୁଖରେ ଘଟିଲା ଅଭାବନୀୟ ଘଟଣା । କୌଣସି କାରଣକୁ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ଦର୍ଶନ ପାଇଁ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ଼ରେ ପ୍ରବେଶ ଉଦ୍ୟମ ବେଳେ ଭକ୍ତଙ୍କ ସହ ସେବାୟତଙ୍କ ଠେଲାପେଲା ହୋଇଥିଲା । ପୋଲିସ ଘଟଣାସ୍ଥଳରେ ଥାଇ ମଧ୍ୟ ବିବାଦକୁ ଅଟକାଇ ପାରିନଥିଲେ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More