ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ୧.୫ ଲକ୍ଷ ଟଙ୍କା ଜବତ

39

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ୧୦୯ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ମନ୍ଦାରବସ୍ତ ଚେକ ପଏଣ୍ଟ ଠାରେ ୨ ତରିଖ ସଂଧ୍ୟାରେ ଷ୍ଟାଟିକ ସର୍ଭିଲାନ୍ସ ଟିମ ବା ଏସ ଏସ ଟି ଦ୍ଵାରା ୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି।ଏକ ସ୍କ୍ରୋପିଓ ଗାଡ଼ିକୁ ମନ୍ଦାରବସ୍ତ ଚେକ ପଏଣ୍ଟ ଠାରେ ତଲାସୀ ନିଆ ଯିବା ସମୟରେ ଏହି ଅର୍ଥ ଜବତ ହୋଇଥିଲା।ଅର୍ଥର ଉତ୍ସ ସମ୍ପର୍କରେ ଗାଡ଼ିରେ ଥିବା ବ୍ୟକ୍ତି ମାନେ କୌଣସି ସନ୍ତୋଷଜନକ ଉତ୍ତର ବା କାଗଜପତ୍ର ଦର୍ଶାଇ ପାରି ନ ଥିବାରୁ ଏହି ଅର୍ଥକୁ ଜବତ କରାଯାଇ ଭାରତର ନିର୍ବାଚନ କମିଶନଙ୍କ ମାର୍ଗଦର୍ଶୀକା ଆଧାରରେ ଜିଲ୍ଲା ଟ୍ରୈଜେରୀ ଷ୍ଟ୍ରଙ୍ଗ ରୁମରେ ଗଛିତ ରଖାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More