ସତ୍ୟବାଦୀ ଥାନା ଅନ୍ତର୍ଗତ ଜଙ୍ଘାର ବ୍ରିଜ ନିକଟରେ ଦେଶୀମଦ ଆସ୍କାଫର୍ଟି କାରବାର ଅଭିଯୋଗରେ ୧ ଗିରଫ

90

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସତ୍ୟବାଦୀ ଥାନା ଅନ୍ତର୍ଗତ ଜଙ୍ଘାର ବ୍ରିଜ ନିକଟରେ ଦେଶୀମଦ ଆସ୍କାଫର୍ଟି କାରବାର ଅଭିଯୋଗରେ ଅବକାରୀ ବିଭାଗ ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ, ଦେଶୀମଦ ଜବତ l ଅଭିଯୁକ୍ତ ଜଣକ ସତ୍ୟବାଦୀ ଥାନା ଅନ୍ତର୍ଗତ ନଳିବସନ୍ତର ନିରଞ୍ଜନ ସ୍ୱାଇଁ 57 l ଅଭିଯୁକ୍ତ ଠାରୁ 6ଲିଟର ଦେଶୀ ମଦ ଆସ୍କାଫର୍ଟି ଜବତ କରାଯାଇଛି l ଅଭିଯୁକ୍ତ ଦେଶୀ ମଦ କାରବାର ନେଇ ପିପିଲି ଅବକାରୀ ପୁଲିସ ଖବର ପାଇ ଚଢ଼ାଉ କରି ଧରିଥିଲେ l ପରେ ଅଭିଯୁକ୍ତ ବିରୁଦ୍ଧରେ ଓଡିଶା ଅବକାରୀ ଆକ୍ଟ 52 କ ରେ 170/2024 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 4ଟାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More