ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖ ବାଣୁଆ ଗଳିରୁ ଟାଉନ ଥାନା ଦ୍ୱାରା କଫସିରଫ ଜବତ, ଜଣେ ଅଟକ

109

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ଉତ୍ତରଦ୍ୱାର ସମ୍ମୁଖ ବାଣୁଆ ଗଳିରୁ ଟାଉନ ଥାନା ଦ୍ୱାରା କଫସିରଫ ଜବତ, ଜଣେ ଅଟକ l ଅଟକ ଥିବା ବ୍ୟକ୍ତିଙ୍କ ନାମ ଚାନ୍ଦ ଓରଫ ରାଜ କିଶୋର ପୃଷ୍ଟି 50 ବୋଲି ଜଣାଯାଇଛି l ତାଙ୍କ ଠାରୁ 63ଟି ଏସକଫ ସିରଫ ବୋତଲ ଜବତ କରାଯାଇଛି l ଚାନ୍ଦ ବେଆଇନ ଭାବେ ଏସକଫ ସିରଫ କାରବାର କରୁଥିବା ନେଇ ଆଜି ରାତ୍ର 7ଟାରେ ଟାଉନ ଥାନା ପୁଲିସ ଖବର ପାଇ ଚଢ଼ାଉ କରି ଚାନ୍ଦକୁ ଧରିବା ସହ ଏସକଫ ସିରଫ ବୋତଲ ଜବତ କରିଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More