ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ଗାଡିକୁ ମଇଦଲ ପୁର ଠାରେ ଅଣ୍ଡା ମାଡ଼

81

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଟିକେଟ ବଣ୍ଟାକୁ ବିରୋଧ କରି ପୂର୍ବରୁ କିଛିଦିନ ତଳେ ମଇଦଲପୁର ଠାରେ ମଇଦଲପୁର ଅଞ୍ଚଳର ବିଜେପି କର୍ମକର୍ତ୍ତା ମାନେ ବିରୋଧ କରିଥିବା ବେଳେ, ଆଜି ମଇଦଲପୁର ସାପ୍ତାହିକ ହାଟରେ ବଳଭଦ୍ର ମାଝୀ ଙ୍କ ଗାଡିକୁ ଅଣ୍ଡା ମାରିଛନ୍ତି କେତେ ବିଦ୍ରୋହୀ l ସୂଚନାଅନୁଯାଇ ଆଜି ବଳଭଦ୍ର ମାଝୀ ୪:୩୦ମିନଟ ରେ ମାଝୀଗୁଡା ଆଡୁ ଆସି ହାଟପଦା ପାଖରେ ପହଂଚିଥିଲେ ,ଏହି ସମୟରେ ଅତର୍କିତ ଭାବେ କିଛି ଲୋକ ତାଙ୍କ ଗାଡି ଉପରକୁ ଅଣ୍ଡା ମାରିଥିଲେ l ଘଟଣା କୁ କେନ୍ଦ୍ରକରି ଶ୍ରୀ ବଳଭଦ୍ର ମାଝୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତ ଯୋଗା ଯୋଗ ହୋଇପାରିନଥିଲା lଏଣୁ ଅଧିକ ତଥ୍ୟ ମିଳିପାରିନଥିଲା ସେ ଯାହାବି ହେଉ ଟିକେଟ ବଣ୍ଟା କୁ ନେଇ ଏହି ଅଞ୍ଚଳ ରାଜନୀତିରେ ଗରମ ରହୁଥିବା ଲୋକେ ମତ ବ୍ୟକ୍ତ କରିଛନ୍ତି lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More