ମାଣିଆବନ୍ଧରେ ପାରିବାରିକ କଳହକୁ ନେଇ ସ୍ୱାମୀ ସ୍ତ୍ରୀଙ୍କର ଆତ୍ମହତ୍ୟା

151

Get real time updates directly on you device, subscribe now.

ବଡମ୍ବା(ସଂଘର୍ଷ ମିଡିଆ) : – ପାରିବାରିକ କଳହକୁ ନେଇ ବଡମ୍ବା ମାଣିଆବନ୍ଧରେ ସ୍ୱାମୀ ସ୍ତ୍ରୀଙ୍କର ଆତ୍ମହତ୍ୟା। ମୃତ ସ୍ୱାମୀ ସ୍ତ୍ରୀ ହେଲେ ସେହି ଗ୍ରାମର ନିତ୍ୟାନନ୍ଦ ମହାପାତ୍ର 61 ବର୍ଷ ଏବଂ ସ୍ତ୍ରୀ ଶାନ୍ତିଲତା ମହାପାତ୍ର 54 ବର୍ଷ । କେଉଁ କାରଣରୁ ଘଟଣା ଘଟିଛି ସ୍ପଷ୍ଟ ହୋଇ ପାରିନଥିବା ବେଳେ ପାରିବାରିକ କଳହ ବୋଲି ଅନୁମାନ କରାଯାଉଛି। ଖବର ପାଇ ମାଣିଆବନ୍ଧ ଥାନା ଅଧିକାରୀ କାଦମ୍ବିନୀ ପରିଡା ଘଟଣା ସ୍ଥଳେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏନେଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More