ବ୍ରାଣ୍ଡ ଅସଲି ମଦ ନକଲି

117

Get real time updates directly on you device, subscribe now.

ରାଉରାକ୍ଲ(ସଂଘର୍ଷ ମିଡିଆ) : – ରାଉରକେଲା ସହରର ସେକ୍ଟର – ୨ ଅଞ୍ଚଳରେ ଆଜି ଏକ ଅଟୋରେ ପ୍ରାୟ ଦୁଇଲକ୍ଷ ପଚାଶ ହଜାର ଟଙ୍କାର ଚୋରା ନକଲି ମଦ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ରାଉରକେଲା ଅବକାରୀ ବିଭାଗ । ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗୋଟେ ଅଟୋ ଏବଂ ଗୋଟେ ବାଇକକୁ ଜବତ କରାଯାଇଛି । ଏହି ଚଢ଼ାଉରେ ୭୨ ଲିଟର ନକଲି ମଦ ଜବତ ହୋଇଥିବା ନେଇ ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନ ବାହାର ରାଜ୍ୟର ଅସଲି ବ୍ରାଣ୍ଡକୁ ନକଲି ମଦ କରି ସହରର ଢ଼ାବା, ହୋଟେଲ, ଏବଂ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣକରୁଥିଲେ । ରାଉରକେଲାରୁ ପିଣ୍ଟୁ ମିଶ୍ରଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More