ବ୍ରାଉନ ସୁଗାର ଜବତ , ୧ ଗିରଫ

38

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବନ୍ଧମୁଣ୍ଡା ଠାରେ ବ୍ରାଉନ ସୁଗାର ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଗିରଫ ଅଭିଯୁକ୍ତ ହେଲେ ଗଡ଼ିଶାଗଦା ଥାନା ଅଧୀନ ବନ୍ଧମୁଣ୍ଡା ଗ୍ରାମର ମାନସ ସାହୁ (୨୭) l ସୂଚନା ଅନୁଯାଇ ମାନସ ଆଜି ନିଜ ଗ୍ରାମରେ ବ୍ରାଉନ ସୁଗାର ବିକ୍ରି କରୁଥିଲେ l ଖବର ପାଇଁ ଅବକାରୀ ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରି ମାନସକୁ ଗିରଫ କରି ତା ଠାରୁ ୯୧ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ପୋଲିସ l ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More