ଭୁବନେଶ୍ବର(ସଂଘର୍ଷ ମିଡିଆ) : – ଭୁବନେଶ୍ୱରରେ ଜଣେ ବୈଜ୍ଞାନିକଙ୍କୁ ଠକେଇ ମାମଲାରେ ତାମିଲନାଡୁ ଓ କେରଳରୁ ୨ ଅଭିଯୁକ୍ତଙ୍କୁ ଧରିଲା ସିଆଇଡି କ୍ରାଇମବ୍ରାଞ୍ଚ । ଚେନ୍ନାଇରୁ ସତିଶ କୁମାର କେ ଏବଂ କୋଝିକୋଡରୁ ହରିଶ ସିଏମ ଗିରଫ । ୧ କୋଟି ୬ଲକ୍ଷ ଟଙ୍କା ମାମଲାରେ ଉଭୟେ ଗିରଫ ।
Get real time updates directly on you device, subscribe now.

Recover your password.
A password will be e-mailed to you.