ବିବାହିତା ମହିଳା ନିର୍ଯ୍ୟାତିତ ଅଭିଯୋଗ

22

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ସ୍ଵାମୀ ସରୋଜ କୁମାର ସ୍ଵାଇଁ(୩୨), ଶଶୁର ସଂଗ୍ରାମ କୁମାର ସ୍ଵାଇଁ (୫୬),ଶାଶୁ ରେଣୁ ବାଳା ସ୍ଵାଇଁ (୫୧),ଦିଅର ସନ୍ତୋଷ ସ୍ଵାଇଁ (୩୦)ଗ୍ରାମ- କେରୁଆଲା,ପୋଷ୍ଟ- ରୁଦ୍ରପୁର,ଥାନା- ଟାଙ୍ଗୀ, ଜିଲ୍ଲା- କଟକ,ଦେଖନ୍ତୁ କିପରି ବିବାହିତା ମହିଳାଙ୍କୁ କରୁଛନ୍ତି ବ୍ୟବହାର, ଜୀବନ ରେ ମାରିଦେବାକୁ ବି ପଛାଉ ନାହାନ୍ତି ଏମାନେ l ନର ରୂପୀ ରାକ୍ଷସ ମାନେ l ଯୌତୁକଜନିତ ଯନ୍ତ୍ରଣା ଦେଇଛନ୍ତି ଏମାନେ l ଉକ୍ତ ପରିବାରର ଶାଶୁ, ଶଶୁର,ଦିଅର, ସ୍ଵାମୀଙ୍କ ଏପରି ଅମାନୁଷିକ ବ୍ୟବହାର ଯୋଗୁଁ ଏମାନଙ୍କୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ ହେବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ ପୀଡିତା ମହିଳାଙ୍କୁ ଉଚିତ୍ ନ୍ୟାୟ ଦେବା ନେଇ ଏଇ ସଂଗଠନ ଏକ ମାତ୍ର ସହାୟ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More