ବିଦେଶୀ ମଦ ସହ ଦୁଇ ଗିରିଫ

74

Get real time updates directly on you device, subscribe now.

ମାଲକାନଗିରି, ତା 24/11/23 ରିଖ ମାଲକାନଗିରି ଅବକାରୀ ଅଧ୍ୟକ୍ଷକ ଶ୍ରୀ ବିମଧର ପଣ୍ଡା ଙ୍କ ନିର୍ଦେଶ କ୍ରମେ, ମାଥିଲି ଅବକାରୀ ଓ. ଆଇ. ସି. ଶ୍ରୀ ରାମଜୀ ପଟେଲ ଙ୍କ ନେତୃତ୍ୱ ରେ ଆଜି ପାହାନ୍ତିଆ ରେ ମାଥିଲି ମାଲକାନଗିରି ମୁଖ୍ୟ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ

କତାମେଟା ନିକଟରେ ଦ୍ରୁତଗତି ରେ ଏକ ମୋଟର ସାଇକେଲ ରେ ଦୁଇଜଣ ବେକ୍ତିଙ୍କୁ ଅଟକାଇ ଯାଞ୍ଚ କରିବା ରୁ 156 ଟି କିଙ୍ଗଫିସେର ବୀର ବୋତଲ ଓ 24ଟି କେନ ବୀର ସମୁଦାୟ 920ଲିଟର, ମୂଲ୍ୟ 91832 ଟଙ୍କା ର ଜବତ କରିବା ସହ ପ୍ରଦୀପ ଚୌଧୁରୀ ବିହାର ଓ ଗୁଡ୍ଡୁ କୁମାର ଝାରଖଣ୍ଡ ର ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟେଲ ଜଣାଇଛନ୍ତି,

ଆଜିର ଏହି ପେଟ୍ରୋଲିଙ୍ଗ ରେ ଏ. ଏସ. ଆଇ. ଜେମ୍ସ ମାଲେକୁମ ସାହୁ, ଏ. ଏସ. ଆଇ. ସୁରେନ୍ଦ୍ର ମାଝୀ, କାହ୍ନୁ ମାଲିକ, ନିରଞ୍ଜନ, ପ୍ରଭାତ ପ୍ରମୁଖ ଉପସ୍ଥିତ ଥିଲେ,

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More