ସାଲେପୁର(ସଂଘର୍ଷ ମିଡିଆ ) : ସାଲେପୁର ବ୍ଲକ ଜପକୂଦ ଫାଣ୍ଡିଅଞ୍ଚଳ ରେଗତ କାଲି ଜଣେବାଇକ ଆରୋହୀ ମହିଳାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ. ଗ୍ରାମବାସି ତାଙ୍କୁଅଟକାଇ ଜପକୁଦ ଫାଣ୍ଡିରେ ଜିମା ଦେଇଥିଲେ। ଆଜିଆହତ ଶଶୀରେଖା କାଣ୍ଡି ମୃତୁବରଣ କରିଥିଲେ। ମୃତମହିଳାଙ୍କ ଘର କଟରପା ପଞ୍ଚାୟତ ବୋଲିଜଣାପଡ଼ିଛି। ଆଜି ଗ୍ରାମବାସି ଶବକୁ ଧରି ନ୍ୟାୟପାଇଁ ଧାରଣାରେ ବସିଛନ୍ତି । ମାତ୍ର ଫାଣ୍ଡି ଅଧିକାରୀ ଆସମୀଙ୍କୁ ଛାଡ଼ିଦେଇଥିବାରୁ ଫାଣ୍ଡି ପରିସରରେ ଉତେଜନା ଲାଗିରହିଛି। ଲୋକେ କ୍ଷତି ପୂରଣ ଦାବିକରି ଧାରଣାରେ ବସି ରହି ଛନ୍ତି।