ପୁରୀରେ ହତ୍ୟାକାଣ୍ଡ: ପଥର ଛେଚି, ଛେଚି ନିର୍ମମ ଭାବେ ହତ୍ୟା

87

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ହତ୍ୟାକାଣ୍ଡ । ପଥର ଛେଚି, ଛେଚି ନିର୍ମମ ଭାବେ ହତ୍ୟା । ମୃତକ ଜଣଙ୍କ ଖଣ୍ଡିଆବନ୍ଧ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ତାଙ୍କ ବୟସ ୫୫ରୁ ୬୦ ଭିତରେ ହୋଇଥିବା ଅନୁମାନ କରାଯାଉଛି । ଶ୍ରୀସେତୁ ନିକଟରେ ଗତକାଲି ରାତିରେ ହତ୍ୟା କରାଯାଇଥିବା ଜଣାପଡିଛି । ପୁରୀ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରୁଛି ପୋଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More