ପୁଣି ଶ୍ରୀମନ୍ଦିର ଭିତରେ ଦୁଇଜଣ ସେବାୟତ ହାତାହାତି

137

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁଣି ଶ୍ରୀମନ୍ଦିର ଭିତରେ ଦୁଇଜଣ ସେବାୟତ ହାତାହାତି। ପାଳି ଖଟିବାକୁ ନେଇ ହାତାହାତି ହୋଇଛନ୍ତି ଦୁଇଜଣ ସେବାୟତ। ବିମଳା ମନ୍ଦିର ନିକଟରେ ଘଟିଛି ଏହି ଘଟଣା। ଦୁଇ ସେବାୟତ ହେଉଛନ୍ତି ଶ୍ୟାମ ପଣ୍ଡା ଓ ନରସିଂହ ପଣ୍ଡା। ମାରପିଟ୍ ଯୋଗୁ ଶ୍ୟାମ ପଣ୍ଡାଙ୍କ ଆଖି ଓ ଛାତିରେ ଲାଗିଛି ଆଘାତ ଲାଗିଛି । ଉଭୟ ସେବାୟତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି। ଖବର ପାଇ ସିଂହଦ୍ଵାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More